36.1 C
Bhubaneswar
Thursday, May 2, 2024
Homeଓଡିଶାଡ୍ୟାନସ୍ ବାର କୁ ଅନୁମତି

ଡ୍ୟାନସ୍ ବାର କୁ ଅନୁମତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରେ ଡ୍ୟାନସ ବାରକୁ ଅନୁମତି । ଅବକାରୀ ବିଭାଗର ୧୪ ଟି ଡ୍ୟାନସ ବାର କୁ ଖୋଲିବା ଲାଗି ଅନୁମତି ଦେଇଛି । କମିଶନରେଟ୍ ପୁଲିସ ର ଗାଇଡଲାଇନ ଅନୁସାରେ ଚାଲିବ ବାର । ରାତି ୧୨ଟା ଯାଏ ଖୋଲା ରହିବ ଡ୍ୟାନସ ବାର । କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଡ୍ୟାନସ ବାର୍ । ଗାଇଡ୍ ଲାଇନ ଅନୁସାରେ ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking