30.1 C
Bhubaneswar
Monday, November 23, 2026
Homeଓଡିଶାଆୟୁଷ୍ମାନରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଚିକିତ୍ସିତ: ମନ୍ତ୍ରୀ

ଆୟୁଷ୍ମାନରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଚିକିତ୍ସିତ: ମନ୍ତ୍ରୀ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ଓଡିଶାରେ ରୋଗୀ ଚିକିତ୍ସା ନେଇ ବିଧାନସଭାରେ ସ୍ୱସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତର ରଖି କହିଛନ୍ତି, ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି, ୬ ହଜାର ୮୭୭ ଟଙ୍କା । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ଯାଏଁ ଖର୍ଚ୍ଚ ହୋଇଛି । ସେହିପରି ଓଡିଶା ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ହୋଇଛି ଚିକିତ୍ସା । ଏଥିପାଇଁ ଖର୍ଚ୍ଚ ହୋଇଛି ୬୫୬ ଟଙ୍କା । ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଆଗରେ ରହିଥିବା ବେଳେ, ଦ୍ୱିତୀୟରେ ରହିଛି ଗଞ୍ଜାମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking