30.1 C
Bhubaneswar
Monday, November 23, 2026
Homeଓଡିଶାମିଛ ଅଭିଯୋଗ, ଉଚିତ ଜବାବ ଦିଆଯିବ: ନବୀନ

ମିଛ ଅଭିଯୋଗ, ଉଚିତ ଜବାବ ଦିଆଯିବ: ନବୀନ

ଭୁବନେଶ୍ୱର: ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ମୋର ବିଦେଶ ଗସ୍ତ ବହୁତ ସୀମିତ, ଓଡିଶା ପ୍ରସଙ୍ଗରେ ବିଦେଶ ଯାଇଛି । ମୁଁ ଏବଂ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ସେମାନଙ୍କୁ ଉଚିତ ଜବାବ ଦିଆଯିବ । ତେବେ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶକୁ ନେଇ ରାଜନୀତି ଜୋର୍‌ ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking