27.8 C
Bhubaneswar
Wednesday, April 17, 2024
Homeଓଡିଶା୨୫ ଲକ୍ଷର ଗଞ୍ଜେଇ ଜବତ୍

୨୫ ଲକ୍ଷର ଗଞ୍ଜେଇ ଜବତ୍

ବାଲେଶ୍ୱର : ପାଲଲହଡ଼ା ଅଞ୍ଚଳରେ ରାତି ପେଟ୍ରୋଲିଂ ବେଳେ ଏକ ବୋଲେରୋ ସହ ୨୫ ଲକ୍ଷର ଗଞ୍ଜେଇ ଜବତ୍ କରାଯାଇଛି । ତାଡ଼ୁଆ ଗାଁ ନିକଟରୁ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ପଚରାଉଚରା ଜାରି ରଖିଛି । ବୋଲେରୋ ସହ ୨୯ କିଲୋ ଗଞ୍ଜେଇ ଜବତ୍ କରାଯାଇଥିବା ଜଣାପଡ଼ିଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking