29.4 C
Bhubaneswar
Thursday, April 18, 2024
Homeଓଡିଶାରାଜ୍ୟରେ ଆଜି ୧୪୯୪ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରେ ସର୍ବାଧିକ ୧୫୩

ରାଜ୍ୟରେ ଆଜି ୧୪୯୪ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରେ ସର୍ବାଧିକ ୧୫୩

ଭୁବନେଶ୍ୱର: ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୯୪ ଆକ୍ରାନ୍ତ । ସେଥିମଧ୍ୟରୁ କ୍ୱାରେନ୍‌ଟାଇନ୍‌ରୁ ୮୬୭ ଆକ୍ରାନ୍ତ ହେଇଥିବାବେଳେ ଲୋକାଲ୍ କେସ୍‌ ସଂଖ୍ୟା ରହିଛି ୬୨୭ । ଏହାକୁ ନେଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୮ ହଜାର ୭୬୮ ହେଇଥିବାବେଳେ ସୁସ୍ଥ ହେଇଛନ୍ତି ୨ଲକ୍ଷ ୮୩ ହଜାର ୫୩୩ ଜଣ । ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ୧୩ ହଜାର ୭୭୯
ତେବେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking