31.1 C
Bhubaneswar
Thursday, May 23, 2024
Homeଓଡିଶାପୁଣି ବଢିଲା ଓଜେଇଇ ଆବେଦନ

ପୁଣି ବଢିଲା ଓଜେଇଇ ଆବେଦନ

ଭୁବନେଶ୍ୱର: ପୁଣି ବଢିଲା ଓଜେଇଇ ୨୦୨୧ ଆବେଦନ ଶେଷ ତାରିଖ । ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ବଢିଛି । ଜୁଲାଇ ୨୮ ପର୍ଯ୍ୟନ୍ତ ଫି ପେମେଣ୍ଟ ତାରିଖ ବଢିଲା । ଏନେଇ ଓଜେଇଇ ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନ ଅବଧି ବୃଦ୍ଧି ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରି ନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି । ପୂର୍ବରୁ  ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିବାର ଥିଲା । ଏଥି ପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦାଖଲ କରିବାର ଥିଲା  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking