38.1 C
Bhubaneswar
Friday, April 26, 2024
Homeଓଡିଶା୩୬ ନମୁନାରୁ ୨୬ ଏଚଏଫଏମଡି ଚିହ୍ନଟ

୩୬ ନମୁନାରୁ ୨୬ ଏଚଏଫଏମଡି ଚିହ୍ନଟ

ଭୁବନେଶ୍ୱର : ଏଚଏଫଏମଡି ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଙ୍କ ସୂଚନା । ମୋଟ ୩୬ ନମୁନାରୁ ୨୬ ଏଚଏଫଏମଡି ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୩୬ ଜଣ ସନ୍ଦିଗ୍ଧ ଙ୍କ ନମୁନା ଆରଏମଆରସି କୁ ପଠାଯାଇଥିଲା । ସେଥି ମଧ୍ୟରୁ ୨୬ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲେ । ୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ଭୁବନେଶ୍ୱର ରୁ, ଖୋର୍ଦ୍ଧା ରୁ ୨, ପୁରୀରୁ ୩ ଓ କଟକ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨୬ ଶିଶୁ ଙ୍କ ବୟସ ୯ ବର୍ଷରୁ କମ୍ ହୋଇଥିବା କହିଛନ୍ତି ବିଜୟ ମହାପାତ୍ର । ହାତ ଓ ମୁହଁ ରେ ନାଲି ଫଳି ଜ୍ୱର ହେଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଏହି ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫-୭ ଦିନ ଆଇସୋଲେସନ୍ରେ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking