40.1 C
Bhubaneswar
Saturday, April 27, 2024
Homeଓଡିଶାତାତୁଛି ଓଡିଶା ! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ତାତୁଛି ଓଡିଶା ! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ଭୁବନେଶ୍ୱର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

ସେହିପରି ବୌଦ୍ଧରେ ୪୨.୫, ବାରିପଦାରେ ୪୨.୪, ଟିଟିଲାଗଡରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮, ନୟାଗଡ ଓ ସମ୍ବଲପୁରରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୨, ତାଳଚେରରେ ୪୧.୧, ସୋନପୁର ଓ ସୁନ୍ଦରଗଡରେ ୪୧ ଡିଗ୍ରୀ, ଅନୁଗୁଳ ଓ ବାଲେଶ୍ୱରରେ ୪୦.୯, କଟକରେ ୪୦.୮, ଭବାନୀପାଟଣାରେ ୪୦.୬, ହୀରାକୁଦରେ ୪୦,୩ ଓ ମାଲକାନଗିରିରେ ତାତି ୪୦ ଡିଗ୍ରୀ ସେଲସିଅସ୍ ହୋଇଥିବା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking