40.1 C
Bhubaneswar
Tuesday, April 30, 2024
Homeଓଡିଶାଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ

ଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି । ଆଜି ଦିନ ସାଢ଼େ ୨ ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର। ଚାନ୍ଦବାଲି ୪୧.୧, ଝାରସୁଗୁଡା ୪୧, ବାଲେଶ୍ୱର ୪୦, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉଲକେଲା ୩୯.୨ ଡିଗ୍ରୀ । ତେବେ ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରେ ଜଳିବ ସାରା ଓଡିଶା । ଅର୍ଥାତ ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ଏନେଇ ପାଣିପାଗ ବିଭାଗ ହିଟ ୱେଭ ୱାର୍ଣ୍ଣିଙ୍ଗ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking