41.1 C
Bhubaneswar
Sunday, April 28, 2024
Homeବିଜିନେସ୍ଆଉ ୨୦ ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ

ଆଉ ୨୦ ସହରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଦେଶର ଆଉ ୨୦ଟି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହି ସହରଗୁଡିକ ହେଲା ବଣାଇଗାଓଁ, ନର୍ଥ ଲଖିମପୁର, ଶିବସାଗର, ତିନ୍‌ସୁକିଆ (ଆସାମ), ଭାଗଲପୁର, କଟିହାର (ବିହାର), ମୋର୍ମୁଗାଓ (ଗୋଆ), ଡିଉ (ଦାଦ୍ରା ନଗରହାଭେଳି ଓ ଡାମନ୍ ଆଣ୍ଡ୍ ଡିଉ), ଗାନ୍ଧୀଧାମ (ଗୁଜରାଟ), ବୋକାରୋ ଷ୍ଟିଲ ସିଟି, ଦେଓଘର, ହଜାରିବାଗ (ଝାଡ଼ଖଣ୍ଡ), ରାଇଚୁର (କର୍ଣ୍ଣାଟକ), ସତ୍‌ନା (ମଧ୍ୟପ୍ରଦେଶ), ଚନ୍ଦ୍ରପୁର, ଇଛଲକରଞ୍ଜି (ମହାରାଷ୍ଟ୍ର), ଥୌବାଲ (ମଣିପୁର), ଫୈଜାବାଦ, ଫିରୋଜାବାଦ, ମୁଜାଫରନଗର (ଉତ୍ତରପ୍ରଦେଶ) । ଏହି ସହରର ଜିଓ ଉପଭୋକ୍ତାମାନେ କୌଣସି ଅତିରିକ୍ତ ଦେୟ ପୈଠ ନକରି ଆଜିଠାରୁ ୧ ଜିବିପିଏସ୍ ପର୍ଯ୍ୟନ୍ତ ଅନଲିମିଟେଡ୍ ଟାଡା ଓ ହାଇସ୍ପିଡ୍ ସୁବିଧା ଉପଲବ୍ଧ କରିପାରିବେ । ଏହାକୁ ମିଶାଇ ମୋଟ ୨୭୭ ସହରରେ ଏହି ସେବା ପ୍ରଚଳନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking