23.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଭାରତରେ ୨୫ ହଜାର ଇଭି କାର୍ ଚଳାଇବ ଉବେର

ଭାରତରେ ୨୫ ହଜାର ଇଭି କାର୍ ଚଳାଇବ ଉବେର

ନୂଆଦିଲ୍ଲୀ: ଦେଶରେ ସାଧାରଣ ପରିବହନ କାରବାର ଚଳାଇଥିବା କମ୍ପାନୀ ମଧ୍ୟରେ ଉବେର ଅନ୍ୟତମ । ବର୍ତ୍ତମାନ ଯାତାୟାତ ପାଇଁ ସାଧାରଣ ଲୋକେ ଏହି କମ୍ପାନୀର ଅଟୋ ଓ କାର୍ ବୁକ୍ କରୁଛନ୍ତି । ତେବେ ପରିବେଶକୁ ଅଧିକ ସୁରକ୍ଷିତ ରଖିବାକୁ ଆଗାମୀ ୩ ବର୍ଷ ମଧ୍ୟରେ କମ୍ପାନୀ ଭାରତରେ ୨୫ ହଜାର ଇଭି (ଇଲେକ୍‌ଟ୍ରିକ୍ ଭେହିକିଲ) କାର୍ ଚଳାଇବ ଉବେର ଇଣ୍ଡିଆର ସଭାପତି ପ୍ରଭଜିତ ସିଂହ କହିଛନ୍ତି । ଦେଶର ସର୍ବବୃହତ ଇଭି କାର୍ ନିର୍ମାତା ଟାଟା ମୋଟର୍ସ ଏଭଳି ଇଭି କାର୍ ଉବେରକୁ ଯୋଗାଇବ ବୋଲି ଜଣାପଡିଛି ।

ଭାରତ-ସିଙ୍ଗାପୁର ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ କାର୍ଯ୍ୟକ୍ଷମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking