31.1 C
Bhubaneswar
Sunday, May 5, 2024
Homeଓଡିଶାବର୍ଷା ବରିହା ନୁହେଁ, ବଳିୟାରସିଂହ: ଜୁଏଲେ୍‌

ବର୍ଷା ବରିହା ନୁହେଁ, ବଳିୟାରସିଂହ: ଜୁଏଲେ୍‌

ବ୍ୟୁରୋ: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ରୋଚକ ମନ୍ତବ୍ୟ ଦେଲେ ଜୁଏଲ୍ । ବରିହାର ଝିଅ ହେଲେ ବି ବଳିୟାରସିଂହର ବୋହୂ ସେ । ଆମେ ତାଙ୍କୁ ବର୍ଷା ବରିହା କେମିତି କହିବା, ସେ ବର୍ଷା ବଳିୟାରସିଂହ । ଆମେତ ଭୋଜି ଖାଇନୁ; ବରିହା ଭୋଜି ଦେଇନି କି ବଳିୟାରସିଂହ ଦେଇନି । ଆମେ ଜାତିର ବୋଲି ଆମେ ଜାଣିନୁ, ଆମେତ ଜାତି ଭୋଜି ଖାଇନୁ । ଯ୍ଖଶ ଜାତିର ନୁହେଁ, ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ । ପ୍ରଚାର ବେଳେ ବର୍ଷା କାନ୍ଦିବା ନେଇ ମଧ୍‌ୟ କଟାକ୍ଷ କଲେ ଜୁଏଲ୍ । ଝିଅ ବିଦା ହେଲା ବେଳେ କାନ୍ଦେ, ସେ ବିଦା ହେଉଛନ୍ତି, ତେଣୁ କାନ୍ଦୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking