31.1 C
Bhubaneswar
Tuesday, May 7, 2024
Homeଅପରାଧଝିଅକୁ ହତ୍ୟା କରିବାକୁ ମା' ଦେଇଥିଲା ସୁପାରୀ

ଝିଅକୁ ହତ୍ୟା କରିବାକୁ ମା’ ଦେଇଥିଲା ସୁପାରୀ

ବାଲେଶ୍ୱର  : ବାଲେଶ୍ୱର ନଗ୍ରମରେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦାଫାସ ହୋଇଛି । ଶିବାନୀ ନାୟକଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲା ତାଙ୍କରି ନିଜର ମାଆ । ମଦ ବେପାରକୁ ନେଇ ସୁପାରି କିଲିଂ ହୋଇଥିବା ପୋଲିସର ସୂଚନାରୁ ଜଣାପଡିଛି । ୨ ହତ୍ୟା ଅଭିଯୁକ୍ତ ପ୍ରମୋଦ ଜେନା ଓ ସୁକାନ୍ତି ଗିରିଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଅଭିଯୁକ୍ତ ଫେରାର ଥିଲାବେଳେ , ଗିରଫ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।  ହତ୍ୟା ପାଇଁ ୫୦ ହଜାର ଡିଲ୍ ହୋଇଥିଲା, ୮ ହଜାର ଅଗ୍ରୀମ ଦେଇଥିଲେ। ଘଟଣା ଦିନ ପ୍ରମୋଦ ସହ ୩ ଜଣ ଶିବାନୀଙ୍କୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ପୋଲ ତଳକୁ ଫିଙ୍ଗି ପଳାଇଥିଲେ। ତଦନ୍ତ ପରେ ଏହି ୩ ଅଭିଯୁକ୍ତ ସୁପାରୀ କିଲର ପ୍ରମୋଦ ଓ ମୃତ ମହିଳାଙ୍କ ମାଙ୍କୁ ପୋଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking