27.1 C
Bhubaneswar
Wednesday, June 26, 2024
Homeଓଡିଶାମୋବାଇଲ କେଁ : ମତଦାନ କେନ୍ଦ୍ରରୁ ଫେରିଲେ ଭୋଟର

ମୋବାଇଲ କେଁ : ମତଦାନ କେନ୍ଦ୍ରରୁ ଫେରିଲେ ଭୋଟର

ଭୁବନେଶ୍ୱର : ଚାଲିଛି ଗଣତନ୍ତ୍ରର ମହାପର୍ବ ।ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ମତଦାନ ସମୟରେ ମତଦାନ କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଥିଲା । ଏହି ଘଟଣା ପରେ ଭୋଟର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ଅନୁସାରେ, ଭୁବନେଶ୍ୱର ନୟାପଲ୍ଲୀର ଏକ ବୁଥରେ ପୋଲିଂ କେନ୍ଦ୍ରକୁ ମୋବାଇଲ୍ ନେଇ ଯିବାକୁ ବାରଣ କରାଯାଇଥିଲା । ଯାହା ପାଇଁ ବୁଥରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଭୋଟ ଦେବା ପାଇଁ ବହୁ ସମୟ ଲାଇନରେ ଛିଡା ହୋଇ ମଧ୍ୟ ଭୋଟର ମତଦାନ କେନ୍ଦ୍ରରୁ ଅସନ୍ତୁଷ୍ଟ ହୋଇ ଫେରୁଛନ୍ତି । ମତଦାନ କେନ୍ଦ୍ରକୁ ମୋବାଇଲ ମନା ବୋଲି ଅଧିକାଂଶ ଭୋଟର ମତଦାନ କେନ୍ଦ୍ରକୁ ଆସି ଜାଣିଥିବାରୁ ଏପରି ପରିସ୍ଥିତି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking