31.1 C
Bhubaneswar
Monday, May 25, 2026
Homeଓଡିଶାମହାନଦୀ ବିବାଦର ଆଲୋଚନା ହେବ : ସୁରେଶ ପୂଜାରୀ

ମହାନଦୀ ବିବାଦର ଆଲୋଚନା ହେବ : ସୁରେଶ ପୂଜାରୀ

ଭୁବନେଶ୍ବର : ମହାନଦୀ ବିବାଦର ଖୁବଶିଘ୍ର ଆଲୋଚନା ହେବ। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼ ସହ ଆଲୋଚନା କଲେ ନାହିଁ ଏପରିକି ଟ୍ରିବ୍ୟୁନାଲକୁ ମଧ୍ଯ ସାହାର୍ଯ୍ୟ କଲେ ନାହିଁ। ସେପଟେ କେନ୍ଦ୍ର ଜନ କମିଶନଙ୍କ ନିକଟରେ ମଧ୍ଯ ସଠିକ୍ ତଥ୍ୟ ରଖିଲେ ନାହିଁ। ଯେଉଁଥିପାଇଁ ଏହି ମାମଲା ଏଟେ ଦିନ ହେବ ପଡ଼ିଛି। କିନ୍ତୁ ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶିଘ୍ର ଆମେ ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking