27.1 C
Bhubaneswar
Tuesday, May 7, 2024
Homeଓଡିଶାଆଉ ୩ଟି ରୁଟରେ ମୋ ବସ

ଆଉ ୩ଟି ରୁଟରେ ମୋ ବସ

ଭୁବନେଶ୍ୱର: ଆଉ ୩ଟି ନୂଆ ରୁଟରେ ମୋ ବସ ସେବା ଉପଲବ୍ଧ ହେବ । ବରମୁଣ୍ଡାରୁ ରସୁଲଗଡ ଦେଇ କୋଣାର୍କକୁ ନୂଆ ରୁଟ ନମ୍ବର ୭୧ । ମାଷ୍ଟରକ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏଁ ନୂଆ ରୁଟ ନମ୍ବର ୩୫ । ଆଚାର୍ଯ୍ୟବିହାରରୁ ପଟିଆ ଯାଏଁ ପ୍ରମୁଖ ମେଡିକାଲକୁ ଯୋଡିବ ରୁଟ୍ ନମ୍ବର ୯ । ବରମୁଣ୍ଡାରୁ ପୁରୀକୁ ରୁଟ ନମ୍ବର ୫୧ରେ ମୋ ବସ ଚଳାଚଳ ବନ୍ଦ ରହିବ । କୃଟ ପକ୍ଷରୁ ଭୁବନେଶ୍ୱର, ପୁରୀ, କଟକ ଓ ଖୋର୍ଦ୍ଧାକୁ ମୋ ବସ ଦୈନିକ ଗମନାଗମନ କରିଥାଏ । ପାଖାପାଖି ୨୦୦ ମୋ ବସ୍ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking