31.1 C
Bhubaneswar
Sunday, May 19, 2024
Homeଓଡିଶାବଜ୍ର ନେଇଛି ୧୬୨୧ ମୁଣ୍ଡ

ବଜ୍ର ନେଇଛି ୧୬୨୧ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଗତ ୪ ବର୍ଷରେ ବଜ୍ରପାତ ଯୋଗୁଁ ୧୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରପାତଜନିତ ମୃତ୍ୟୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ୨୦୧୮ରୁ ଏଯାଏଁ ମୋଟ ୧୬୨୧ଟି ବଜ୍ରାଘାତ ଜନିତ ମୃତ୍ୟୁ ଘଟିଛି । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ଲକ୍ଷ ଆର୍ଥିକ ସହାୟତା ଦିଆଯାଉଛି । ବଜ୍ରପାତର ଆଗୁଆ ସୂଚନା ଜାଣିବାକୁ ଆର୍ଥ ନେଟୱାର୍କ ସହ ଏମଓୟୁ ହୋଇଛି । ରାଜ୍ୟର ୮ଟି ସ୍ଥାନରେ ଲାଇଟନିଂ ଡିଟେକ୍ସନ ସେନ୍ସର ବସାଯାଇଛି ।

 

+୩ ଆଡମିଶନ ତାରିଖ ବଦଳିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking