31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗନାବାଳିକା ଗଣଦୁଷ୍କର୍ମ ମାମଲା ,୪ ଗିରଫ

ନାବାଳିକା ଗଣଦୁଷ୍କର୍ମ ମାମଲା ,୪ ଗିରଫ

ଭୁବନେଶ୍ୱର : ବିବାଦିୟ ଇନଫୋସିଟି ଗଣ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୂର୍ବ ଏଫଆଇଆର ଆଧାରରେ ଗିରଫ କରାଯାଇ ଜେରା କରାଯାଉଛି । ଏଥିରେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ,କୃଷ୍ଣଚନ୍ଦ୍ର ବେହେରା ଓ ଦୁଇ ଜଣ ସିକ୍ୟୁରୀଟି ଗାର୍ଡ଼ ଅଛନ୍ତି । ଏହି ଗଣ ଦୁଷ୍କର୍ମ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଡ଼ିଜି ଅଭୟ ମଧ୍ୟ ବ୍ୟକ୍ତିଗତ ଭାବରେ ନ୍ୟାୟାଳୟରେ ଉପସ୍ଥିତ ହୋଇଥିଲେ । ତେବେ ଆସନ୍ତା ୧୬ ତାରିଘ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ନ୍ୟାୟାଳୟ ତରଫରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking