39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

କମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

ଭୁବନେଶ୍ୱର : ସ୍କୁଲପିଲାଙ୍କ ବ୍ୟାଗ ବୋଝକୁ କମାଇବା ପାଇଁ ସରକାର ଆଣିଛନ୍ତି ନୂଆ ଗାଇଡ଼ଲାଇନ । ପିଲାଙ୍କ ଓଜନ ଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ ରହିବ । ଯଦି ପିଲାର ଓଜନ ୨୦ କେଜି ଥାଏ ତେବେ ପିଲାଟି ୨ କେଜି ଓଜନର ବ୍ୟାଗ ନେଇ ସ୍କୁଲକୁ ଯିବ । ଅଧିକ ଓଜନ ହେଲେ ବିଦ୍ୟାଳୟର କର୍ତ୍ତୁପକ୍ଷ ଅଭିଭାବକକୁ ଜଣାଇବେ । ଏନେଇ ଚିଠିଯୋଗେ କେନ୍ଦ୍ର ସରକାର ରାଜ୍ୟକୁ ଜଣାଇଛନ୍ତି । ପ୍ରତି ୩ମାସରେ ଥରେ ଏହି ଓଜନ ନେଇ ଯାଞ୍ଚ କରାଯିବ । ଏହି ନିୟମ ଆସନ୍ତା ଶିକ୍ଷା ବର୍ଷ ଠାରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦ୍ଦଶ ଜାରି କରାଯାଇଛି । ଏହି ନିୟମ ଅନୂଯାୟୀ ୧ମ ଓ୨ୟ ଶ୍ରେଣୀ ପିଲା ଗୋଟିଏ ନୋଟ କପି ନେଇ କ୍ଲାସକୁ ଯିବେ । ୨ୟର ୫ମ ଶ୍ରେଣୀର ପିଲା ମାନେ ୨ ଟି ନୋଟ କପି ନେଇଯାଇପାରିବେ । ତେବେ ୨ୟ ଶ୍ରେଣୀ ଯାଏଁ ପିଲାଙ୍କୁ ଘରପାଠ ଦିଆଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking