38.3 C
Bhubaneswar
Friday, June 19, 2026
Homeଓଡିଶାସୌମ୍ୟ ହତ୍ୟା ମାମଲା : ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ସୌମ୍ୟ ହତ୍ୟା ମାମଲା : ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଦୁଇ ଜଣକୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚର ଯୋଜନା । ୧୧ ଅଭିଯୁକ୍ତଙ୍କ ଭିତରୁ ଦୁଇ ଜଣକୁ ରିମାଣ୍ଡରେ ଆଣିବାକୁ କ୍ରାଇମ ବ୍ରାଞ୍ଚର ଯୋଜନା । ଘଟଣା ସମ୍ପର୍କରେ ଅଧିକ କିଛି ତଥ୍ୟ ଆଦାୟ କରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ । କ୍ରାଇମବ୍ରାଞ୍ଚ ସୂତ୍ରରୁ  ମିଳିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହାଛଡ଼ା ଏବେବି ଏହି ମାମଲାରେ ଜଡିତ ଆହୁରି ୫ ରୁ ୬ ଅଭିଯୁକ୍ତ ଫେରାର ରହିଛନ୍ତି । ଫେରାର ରହୁଥିବା ଜଣେ ଅଭିଯୁକ୍ତ ଭାରତ ଦଳେଇ ଆଗୁଆ ଜାମିନ ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି । ଏହି ମାମଲାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି ।ସୌମ୍ୟ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର, ମାନସିକ ଶାରୀରିକ ନିର୍ଯ୍ୟାତନା, ସୌମ୍ୟଙ୍କ ଉପରେ ଅହେତୁକ ଚାପ କେଉଁ ନିର୍ଦ୍ଧିଷ୍ଟ କାରଣ ପାଇଁ ଆଇପିଏସ୍  ଙ୍କୁ ଉପରେ ଆକ୍ସନ ହୋଇଛି ତାକୁ ନେଇ ଚର୍ଚ୍ଚ ଜୋର୍ ଧରିଛି । ତେବେ ସୌମ୍ୟଙ୍କୁ ବିରୋଧରେ ଆଇପିଏସଙ୍କ ଲିଙ୍କ୍ ସମ୍ପର୍କିତ କିଛି ଗୁର୍ଟପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଯେଉଁ ଗୁରୁତ୍ଵପୂର୍ଣ୍ଣ ରିପୋର୍ଟ ଆଧାରରେ ଏହି ଆକ୍ସନ ହୋଇଚଛି ସେଥିରେ ଆଇପିଏସ୍ ଙ୍କ ଲିଙ୍କକୁ ନେଇ ତଥ୍ୟ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking