36.1 C
Bhubaneswar
Tuesday, June 9, 2026
Homeଓଡିଶାସର୍ଟ ସର୍କିଟରୁ ଜଳିଗଲା ଔଷଧ ଦୋକାନ

ସର୍ଟ ସର୍କିଟରୁ ଜଳିଗଲା ଔଷଧ ଦୋକାନ

ଜୟପୁର: ସର୍ଟ ସର୍କିଟ୍ ରୁ ଜଳିଗଲା ଔଷଧ ଦୋକାନ । ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ । ବିଳମ୍ୱି ରାତିରେ ପଞ୍ଚଲିଙ୍ଗେଶ୍ବର ଛକ ନିକଟରେ ସ୍ଥାନୀୟ ଜୟପୁର ଅଞ୍ଚଳର ଅଶେଷ ପାଢ଼ୀ ସାଇକ୍ରୀଷ୍ଣା ମେଡିକାଲ ଷ୍ଟୋରରେ ଲାଗିଥିଲା ନିଆଁ । ଦୋକାନ ବନ୍ଦ କରି ଅଶେଷ ଘରକୁ ଯାଇଥିବା ସମୟରେ ଦୋକାନର ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଜିନିଷ ପୋଡ଼ି ନଷ୍ଟି ହୋଇଯାଇଛି । ନୀଳଗିରି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ହେଁ ଲକ୍ଷାଧିକ ଟଙ୍କାର ଔଷଧ ଜଳିଯାଇଥିବା ପରିଲକ୍ଷିତ ହୋଇଛି । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking