29.1 C
Bhubaneswar
Thursday, September 17, 2026
Homeଓଡିଶାମୁନିଗୁଡ଼ାରେ ମାଓ ପୋଷ୍ଟର

ମୁନିଗୁଡ଼ାରେ ମାଓ ପୋଷ୍ଟର

ମୁନିଗୁଡ଼ା: ମୁନିଗୁଡ଼ା ଥାନା ତେଲେଙ୍ଗାପଦର ଛକ ନିକଟରେ ମାଓ ପୋଷ୍ଟର । ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ ଅଛି। ବ୍ୟାନରରେ ଖଣି ଖାଦାନକୁ ବିରୋଧ କରି ଲେଖା ଯାଇଥିବା ସୂଚନା ମିଳିଛି। ରାୟଗଡ଼ା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାଘୁନା ) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାରୁ ବ୍ୟାନରକୁ ନେଇ ପୁଲିସ ଚିନ୍ତାରେ ପଡିଛି । ରାୟଗଡ଼ାରେ ନକ୍ସଲ ଗତିବିଧି ପ୍ରାୟତଃ ନାହିଁ ବୋଲି ପୁଲିସ କହୁଥିବା ବେଳେ ବ୍ୟାନର ଲାଗିବା ପରେ ପୁଲିସ ତନାଘନା ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking