31.1 C
Bhubaneswar
Sunday, May 5, 2024
Homeଅପରାଧମହାଲିଙ୍ଗ +୨ କଲେଜ୍ ଅଧ୍ୟକ୍ଷ ଗିରଫ

ମହାଲିଙ୍ଗ +୨ କଲେଜ୍ ଅଧ୍ୟକ୍ଷ ଗିରଫ

ଭୁବନେଶ୍ୱର : ମାହାଲିଙ୍ଗ +୨ କଲେଜ୍ ଅଧ୍ୟକ୍ଷ ଗିରଫ । ବହୁ ଚର୍ଚ୍ଚିତ ମମିତା ବେହେର ହତ୍ୟା ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ଗିରଫ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କଲା କଣ୍ଟାବାଞ୍ଜି ପୋଲିସ ।

ଟ୍ରକକୁ ଧକ୍କା ଦେଲା କାର୍‌ : ୪ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking