29.1 C
Bhubaneswar
Monday, May 6, 2024
Homeଓଡିଶାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଉପାସରେ ଦିଅଁ ରହିଛନ୍ତି । ଅପରାହ୍ନ ୨ଟା ୪୫ରୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଥିବା ସୂଚନା ମିଳିଛି । ପଇତା ଲାଗିକୁ ନେଇ ପୂଜା ପଣ୍ଡା ଓ ବଡୁ ନିଯୋଗଙ୍କ ମଧ୍ୟରେ ବିବାଦ ହୋଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ମଧ୍ୟରେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ମାତ୍ର ଆରମ୍ଭରୁ ପୂଜା ପଣ୍ଡା ଓ ବଡୁ ନିଯୋଗଙ୍କ ମଧ୍ୟରେ ଫାଟ ପାଇଁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି । ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମନରେ ଏହା ଆଘାତ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking