32.1 C
Bhubaneswar
Thursday, May 9, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନବଜ୍ରପାତ ନେଲା ୧୪୭୨ ଜୀବନ

ବଜ୍ରପାତ ନେଲା ୧୪୭୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୫ ବର୍ଷରେ ବଜ୍ରପାତରେ ୧୪୭୨ ଗଚ୍ଚ ଜୀବନ ଯାଇଛି । ତାରା ବାହନିଦୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ୧୪୫ ଜଣ ବଜ୍ରପାତରେ ଆହତ ମଧ୍ୟ ହୋଇଛନ୍ତି । ବଜ୍ରପାତରେ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି ବୋଲି କହିଛନ୍ତି  ସୁଦାମ ମାର୍ଣ୍ଡି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking