30.1 C
Bhubaneswar
Thursday, May 9, 2024
Homeକଳିଙ୍ଗ ସୁପର କପ୍‌-୨୦୨୪ଆସନ୍ତୁ ଜାଣିବା କଳିଙ୍ଗ ସୁପର କପ୍ ରେ କେଉଁ କେଉଁ ଦଳ ପୂର୍ବରୁ ବିଜେତା ଏବଂ...

ଆସନ୍ତୁ ଜାଣିବା କଳିଙ୍ଗ ସୁପର କପ୍ ରେ କେଉଁ କେଉଁ ଦଳ ପୂର୍ବରୁ ବିଜେତା ଏବଂ ରନର୍ସ ଅପ୍ ହୋଇଛନ୍ତି

ଭୁବନେଶ୍ୱର : ଓଡ଼ିଶାକୁ ଆସୁଛି ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୯ ତାରିଖରୁ ରାଜ୍ୟରେ ଦୁଇଟି ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ୍ । ସର୍ବଭାରତୀୟ ଫୁଟବଲ ସଂଘ ବା ଏଆଇଏଫ୍‌ଏଫ୍ ସଭାପତି କଲ୍ୟାଣ ଚୌବେ ଏନେଇ ଘୋଷଣା କରିଛନ୍ତି । ଫୁଟବଲ୍ ସୁପର କପ୍‌ର ନାମ ପରିବର୍ତ୍ତନ ହୋଇ ଚଳିତ ବର୍ଷ ‘କଳିଙ୍ଗ ସୁପର କପ୍‌’ କରାଯାଇଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଦୁଇଟି ଭିନ୍ନ ପର୍ଯାୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ । ଗ୍ରୁପ୍ ପର୍ଯ୍ୟାୟ ଜାନୁୟାରୀ ୯ ରୁ ଜାନୁୟାରୀ ୨୨ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି, ସେମିଫାଇନାଲ ଜାନୁଆରୀ ୨୪ ଏବଂ ୨୫ ରେ ହେବ ଓ ଫାଇନାଲ ଜାନୁଆରୀ ୨୮ ରେ ଅନୁଷ୍ଠିତ ହେବ । ତେବେ ଆସନ୍ତୁ ଜାଣିବା କଳିଙ୍ଗ ସୁପର କପ୍ ରେ କେଉଁ କେଉଁ ଦଳ ପୂର୍ବରୁ ବିଜେତା ଏବଂ ରନର୍ସ ଅପ୍ ହୋଇଛନ୍ତି
୨୦୨୩ ରେ ଓଡିଶା ଏଫସି ବିଜୟୀ , ବେଙ୍ଗାଲୁରୁ ଏଫସି ରନର୍ସ ଅପ୍
୨୦୧୯ ରେ ଏଫସି ଗୋଆ ବିଜୟୀ , ଚେନ୍ନାଇ ଏଫସି ରନର୍ସ ଅପ୍
୨୦୧୮ ରେ ବେଙ୍ଗାଲୁରୁ ଏଫସି ବିଜୟୀ, ଇଷ୍ଟ ବେଙ୍ଗଲ ଏଫସି ରନର୍ସ ଅପ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking