28.9 C
Bhubaneswar
Sunday, May 5, 2024
Homeଅପରାଧବାହାଘରର ବର୍ଷେ ନ ପୂରୁଣୁ ଅନ୍ୟ ଏକ ଝିଅ କୁ ଧରି ସ୍ୱାମୀ ଚମ୍ପଟ

ବାହାଘରର ବର୍ଷେ ନ ପୂରୁଣୁ ଅନ୍ୟ ଏକ ଝିଅ କୁ ଧରି ସ୍ୱାମୀ ଚମ୍ପଟ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଅଞ୍ଚଳର କର୍ଲାଯୁରୀ ଗାଁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।ବିବାହ ର ଏକ ବର୍ଷ ନପୂରୁଣୁ ସ୍ୱାମୀ ସ୍ତ୍ରୀ କୁ ଛାଡି ଅନ୍ୟ ଏକ ଝିଅ ସହ ଫେରାର ହୋଇଯାଈଛି ।ଏଥି ନେଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ୨୦୨୦ ଫେବ୍ରୁଆରି ୪ ତାରିଖରେ ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁର ଡିଲେଶ୍ୱରୀ ନାଏକ କର୍ଲାଯୁରୀ ଗାଁର ରଞ୍ଜନ ଦଳେଇଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ, ଶାଶୂଘର ଲୋକେ ସୁନାହାର ପାଇଁ ୫୦ ହଜାର ଟଙ୍କା ଓ ଶାଢ଼ି ବାବଦକୁ ୨୦ ହଜାର ଟଙ୍କା ମାଗି ଅକଥନୀୟ ନିର୍ଯାତନା ଦେଉଥିଲେ। ଏଥିସହ ସେମାନେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। କ୍ରମେ ନିର୍ଯାତନା ଅସହ୍ୟ ହେବାରୁ ଡିଲେଶ୍ୱରୀ ତାଙ୍କ ଭାଇ ସହ ନିଜ ଗ୍ରାମକୁ ଚାଲିଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking