34.1 C
Bhubaneswar
Thursday, March 20, 2025
Homeଓଡିଶାଅଖରୋଟ ଖାଇବାର ଉପାୟ ଜାଣନ୍ତୁ..

ଅଖରୋଟ ଖାଇବାର ଉପାୟ ଜାଣନ୍ତୁ..

ଭୁବନେଶ୍ୱର : ଡ୍ରାଏଫ୍ରୁଟ୍ସରେ ଅଖରୋଟ ହେଉଛି ଏକ ପୁଷ୍ଟିକର ଖାଦ୍ୟ  । ଏହା ଖାଇବା ଦ୍ୱାରା ଶରୀରକୁ  ପ୍ରଚୁର ଶକ୍ତି ମିଳିଥାଏ ।  ଏହା କେବଳ ଶରୀରକୁ ଶକ୍ତି ଦିଏନି ବରଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଓଜନ ହ୍ରାସ କରିବା ପାଇଁ ଏହାକୁ କିପରି ଖାଇବେ ଜାଣନ୍ତୁ.. ଗୋଟିଏ ଅଖରୋଟରେ   ୧୮୫ କ୍ୟାଲୋରୀ ରହିଥାଏ ।  ଦିନରେ କେବଳ ଗୋଟିଏ ଅଖରୋଟ ଖାଇବା ଉଚିତ । ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ  ମୁଠାଏ ଅଖରୋଟ ଖାଇପାରିବେ ।  ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିପାରିବ ।  ସାଲାଡରେ ଅଖରୋଟ ମିଶାଇଲେ ଆପଣଙ୍କ ଖାଦ୍ୟରେ ପୋଷକ ତତ୍ତ୍ୱର ପରିମାଣ ବୃଦ୍ଧି ପାଏ ।  ଶରୀରକୁ ଚର୍ବି ଯୋଗାଇଥାଏ ।  ବାଦାମ ଲସି ପିଇବା ଦ୍ୱାରା  ଓଜନ ବଢାଇଥାଏ ।  ଅଖରୋଟ ଖାଇବା ଦ୍ୱାରା   ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ।  ପ୍ରୋଟିନରେ ଅଖରୋଟ ମିଶାଇ ଖାଇବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking