22.1 C
Bhubaneswar
Saturday, March 22, 2025
Homeଓଡିଶାଟିକେଟ କଳାବଜାରୀ : ୩ ଗିରଫ

ଟିକେଟ କଳାବଜାରୀ : ୩ ଗିରଫ

କଟକ : ବାରବାଟୀ ମ୍ୟାଚ ପାଇଁ ଟିକେଟ କଳା ବଜାରୀ ହୋଇଛି । ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିିଛି ପୋଲିସ । ଟିକେଟ ଡିଲ କରୁଥିବା ବେଳେ ଧରାପଡିଲେ ।  ଟିକେଟ ସହ ଟଙ୍କା ଜବତ କରିଛି ପୋଲିସ । ଏପଟେ ୨ ଦିନ ତଳେ ଟିକେଟ ପାଇଁ  ଲାଇନ କରୁ ମଧ୍ୟ କ୍ରିକେଟ ପ୍ରେମୀ ଟିକେଟ ପାଉନଥିଲେ । ତଥାପି ଲାଇନରେ ଛିଡା ହୋଇ ଘଣ୍ଟା ଘଣ୍ଟା ରହୁଥିଲେ । ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ । ଗୁରୁବାର ଅପରାହ୍ନରେ । କମିଶନରେଟ ପୋଲିସ ତରଫରୁ କାରକେଡ ରିହର୍ସାଲ କରାଯାଇଛି । କିପରି ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲକୁ ଏବଂ ସେଠାରୁ ଷ୍ଟାଡିୟମକୁ ନିଆଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking