34.1 C
Bhubaneswar
Thursday, March 20, 2025
Homeଓଡିଶାଶାନ୍ତନୁ ମହାପାତ୍ରଙ୍କ ଗଞ୍ଜାମ ଲିଙ୍କ୍

ଶାନ୍ତନୁ ମହାପାତ୍ରଙ୍କ ଗଞ୍ଜାମ ଲିଙ୍କ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ କେଳେଙ୍କାରୀ ଧୀରେ ଧୀରେ ସାମ୍ନାକୁ ଆସୁଥିବା ବେଳେ ଏହାର ଗଞ୍ଜାମ ଲିଙ୍କ୍ ଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ଜନସେବା କେନ୍ଦ୍ର ମାଧ୍ୟମରେ ହେଉଥିଲା ଟଙ୍କା ଆଦାୟ । ଅନଲାଇନ୍ ମାଧ୍ୟମରେ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିଲେ ଜନସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନ  । ଲାଞ୍ଚ ଟଙ୍କାକୁ ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ପ୍ରଦାନ କରୁଥିଲେ ଅଲେଖ। ବର୍ତ୍ତମାନ ସୁଦ୍ଧା ଶାନ୍ତନୁଙ୍କର ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking