31.1 C
Bhubaneswar
Thursday, May 23, 2024
Homeଓଡିଶାମିଳିଲା ଜମିପଟ୍ଟା,  ନିର୍ମାଣ ହେବ ପକ୍କାଘର : ଇଂ ଘଡେ଼ଇ

ମିଳିଲା ଜମିପଟ୍ଟା,  ନିର୍ମାଣ ହେବ ପକ୍କାଘର : ଇଂ ଘଡେ଼ଇ

 ଯାଜପୁର(ଓଏନଏ):ଜିଲ୍ଲାର ଦାନଗଦି ତହସିଲ ଅନ୍ତର୍ଗତ ରାଣଗୁଣ୍ଡି ପଞ୍ଚାୟତ ପଟା ବଣ୍ଟନ କାଯ୍ୟକ୍ରମ ହୋଯାଇଅଛି।ଏହି ଅଧୀନରେ ଥିବା ଜଙ୍ଗଲରେ ଘର କରି ରହୁଥିବା ଆଦିବାସୀ ପରିବାରଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବାର ପ୍ରୟାସ ଜାରି। ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଓ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଉପସ୍ଥିତିରେ ଦାନଗଦି ବ୍ଲକ ଅନ୍ତଗତ ରାଣଗୁଣ୍ଡି ପଞ୍ଚାୟତର 296 ପରିବାରଙ୍କୁ ଜଙ୍ଗଲ ଜମି ଅଧିକାରୀ ଆଇନ ଆଧାରରେ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଛି। ଏହି ପରିପକ୍ଷରେ ନଛିପୁର,ଧୂଳିଗଡ଼, ରଣାଗୁଣ୍ଡି,ରାଣୀପଡାଓ ନଡ଼ିଆ ଭଙ୍ଗା ଲୋକମାନେ ଙ୍କୁ ପଟା ପ୍ରଦାନ କରାଯାଥିଲା।ସେମାନଙ୍କ ମଧ୍ୟରୁ ଝାଟିମାଟି ଘରେ ରହୁଥିବା ବହୁ ପରିବାର ଓ ମୂଲ ମଜୁରିଆ ଲୋକଙ୍କ ପଟା ବଣ୍ଟନ କରାଯାଇଛି।ଏହି ସଭା ରେ ବିଧାୟକ ଇଂ ପ୍ରିତିରଂଜନ ଘଡେଇ ଘୋଷଣା କରି ଥିଲେ ଯେ ଏହି ଜମି ଆପଣ ମାନଂକର ଏଣିକି ସମସ୍ତ ସରକାରୀ ଯୋଜନା ର ହକ ଦାରା ବହୁ ଦିନ ର ଅସୁବିଧା ଆଉ ରହିବ ନାହଁ ବିଜେଡ଼ି ସରକାର ପାଇଁ ଜମି ରେ ମାଲିକ ହେଲେ ରାୟ ଆପଣ ମାନଙ୍କ ହସ୍ତ ରେ ଛାଡି ଦିଆ ଗଲା lଦାନଗଦି ବ୍ଲକର ତହସିଲଦାର ଶ୍ରୀମତୀ ନର୍ମଦା ମୋଦି,ଦାନଗଦି ବ୍ଲକ ର ଯୁବ ବିଜେଡ଼ି ଜୟ ପ୍ରକାଶ ସାହୁ , ଯୋନ ର ଜିଲ୍ଲା ପରିଷଦ ସଭ୍ୟା ଓ ସଭ୍ୟ ପ୍ରମୁଖ ବହୁ ବିଜେଡ଼ି ନେତୃ ଵୁନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking