40.1 C
Bhubaneswar
Sunday, June 16, 2024
Homeବ୍ରେକୀଙ୍ଗସମଗ୍ର ବିଶ୍ୱ ପାଇଁ ଚୀନ ସୃଷ୍ଟି କରିପାରେ ବିପଦ

ସମଗ୍ର ବିଶ୍ୱ ପାଇଁ ଚୀନ ସୃଷ୍ଟି କରିପାରେ ବିପଦ

ନୂଆଦିଲ୍ଲୀ: ଆମେରିକାର ଜଣେ ଶୀର୍ଷ କମାଣ୍ଡର ମଙ୍ଗଳବାର କହିଛନ୍ତି ଯେ, ଚୀନ ୬ ବର୍ଷରେ ତାଇବାନ ଉପରେ ଆକ୍ରମଣ କରିପାରେ । କାରଣ ବେଜିଂ ଏସିଆରେ ଆମେରିକା ସୈନ୍ୟ ଶକ୍ତିର ସ୍ଥାନ ନେବାକୁ ଚାହୁଁଛି । ଲୋକତାନ୍ତ୍ରିକ ଓ ସ୍ୱଶାସିତ ତାଇବାନ ଲଗାତର ଚୀନ ଆକ୍ରମଣର ନିକଟରେ ରହିଛି । ଯାହାର ନେତା ତାଇବାନକୁ ନିଜ ଦେଶର ଏକ ଅଂଶ ମାନନ୍ତି ଏବଂ ଏକଦା ତାକୁ ଫେରାଇ ଆଣିବା ପାଇଁ କୁହନ୍ତି ।

ପେଣ୍ଟାଗନ ଶୀର୍ଷ କମାଣ୍ଡର ଆମେରିକା ସାସଂଦଙ୍କୁ କହିଛନ୍ତି ଯେ, ଚୀନ ଦାର୍ଘକାଳୀନ ସାମରିକ ଭାବେ ବିପଦ ସୃଷ୍ଟି କରିପାରେ । ଏହି ଖବର ଏମିତି ସମୟରେ ଆସିଛି, ଯେତେବେଳେ ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଂଙ୍କନ, ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବନ ଓ ଚୀନ ର ଶୀର୍ଷ ବୈଦେଶିକ ନୀତି ଅଦିକାରୀଙ୍କର ଆସନ୍ତା ମାସରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking