28.1 C
Bhubaneswar
Friday, April 26, 2024
Homeଓଡିଶାସାଇକ୍ଲୋନ ସେଲ୍ଟର ଫେରନ୍ତାଙ୍କୁ ନଜରରେ ରଖନ୍ତୁ

ସାଇକ୍ଲୋନ ସେଲ୍ଟର ଫେରନ୍ତାଙ୍କୁ ନଜରରେ ରଖନ୍ତୁ

ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । ସାଇକ୍ଲୋନ ସେଲ୍ଟର ହୋମରୁ ଫେରିଥିବା ଲୋକଙ୍କୁ ମନିଟର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ପୁନରୁଦ୍ଧାର କାର୍ଯ୍ୟ କରିଥିବା କର୍ମଚାରୀଙ୍କ ଉପରେ ବି ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହାଉସ ଟୁ ହାଉସ ସର୍ବେ ଟିମକୁ ଏନେଇ ସଚେତନ କରିବା ପାଇଁ କୁହାଯାଇଛି ।  ଯଦି କାହାଠାରେ ଲକ୍ଷଣ ଦେଖାଦିଏ ଆଇସୋଲେସନରେ ରହି ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking