30.1 C
Bhubaneswar
Monday, May 6, 2024
Homeଓଡିଶାପୁଲିସ -ମାଓ ଗୁଳିବିନିମୟ ୩ ନକ୍ସଲ ମୃତ୍ୟୁ ସନ୍ଧେହ

ପୁଲିସ -ମାଓ ଗୁଳିବିନିମୟ ୩ ନକ୍ସଲ ମୃତ୍ୟୁ ସନ୍ଧେହ

ଭବାନୀପାଟଣା: କଳାହାଣ୍ଡି କନ୍ଧମାଳ ସୀମାନ୍ତ କାବ।ନ ଗ।ଞ୍ଜୁ ସଂରକ୍ଷିତ ଜଙ୍ଗଲର ଲୁବେନ ଗଡ଼ ଜଙ୍ଗଲରେ ମାଓବାଦୀ ପୋଲିସ ଗୁଳିବିନିମୟ ୩ ମାଓବାଦୀ ମୃତ୍ୟୁ ସୂଚନା । ପୋଲିସ ଏସ୍ଓଜି ଓ ଡିଭିଏଫ ମିଳିତ ଆକ୍ରମଣରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ପାଲଟା ଆକ୍ରମଣ କରିଥିଲେ । ପୁଲିସ ପକ୍ଷରୁ ବ୍ୟାପକ ଆକ୍ରମଣ ଫଳରେ ମାଓବାଦୀ ମାନେ କ୍ୟାମ୍ପ ଛାଡି ଫେରାର ଥିବା ଜଣାପଡିଛି । ତେବେ ପୁଲିସ ମାଓ କ୍ୟାମ୍ପ ସହ ବହୁ ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ସିପିଆଇ ମାଓବାଦୀ ବଂଶଧାରା, ଘୁମଧୁର ନଗ।ବଳୀ ଡିଭିଜନ ର ମାଓ କେଡର ମାନେ ମୃତାହତ ସୂଚନା ଥିବାବେଳେ କିଛି ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଙ୍ଗ ଜ।ରିରହିଥିବାରୁ ସବିଶେଷ ତଥ୍ୟ ପରେ ମିଳିପାରିବ ବୋଲି କଳାହାଣ୍ଡି ଏସ୍ପି ଶ୍ର।ବଣ। ବିବେକ ଏମ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking