ଭୁବନେଶ୍ୱର : ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ ସେସନ – ୧ । ମୋଟ ୧୪ ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ରଖି କୃତକାଯ୍ୟ ହୋଇଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ପୁଅ ଏବଂ ଜଣେ ଝିଅ ରହିଛନ୍ତି । ୧୨.୫୮ ଲକ୍ଷ ପିଲା ଜେଇଇ ମେନ ସେସନ-୧ ପରୀକ୍ଷା ଦେଇଥିଲେ ।