34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶହଟାଅନି ଇଭିଏମ ତଥ୍ୟ : ସୁପ୍ରିମକୋର୍ଟ

ହଟାଅନି ଇଭିଏମ ତଥ୍ୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଇଭିଏମକୁ ନେଇ ଆବେଦନ ଉପରେ କୋର୍ଟଙ୍କ ବଡ ନିର୍ଦ୍ଦେଶ ରହିଛି । ଏନେଇ ନିର୍ୱାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଇଭିଏମ ସମ୍ପର୍କରେ କୋର୍ଟରେ ଆବେଦନ ହୋଇଥିଲା । ଇଭିଏମର ତମାମ ତଥ୍ୟ ତମାମ ସୂଚନା  ସେଗୁଡିକୁ ସୁରକ୍ଷିତ ଭାବେ  ଡାଟାବେସ  ରେ ରଖିବା ପାଇଁ ନିର୍ୱାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଯେତେବେଳେ ଇଭିଏମକୁ ନେଇ ବଡ ଧରଣର ବିତର୍କ ଚାଲିଛି ,  ୨୦୨୪ ନିର୍ୱାଚନ ପରେ ପରେ   ଅନେକ ରାଜନୈତିକ ଦଳ ଇଭିଏମ ଇଭିଏମ ଗଣତିକୁ ନେଇ ଡାଟାବେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବଂ ଇଲେକ୍ସନ କମିଶନ ଅଫ ଇଣ୍ଡିଆର ଭୂମିକାକୁ ନେଇ ଗୋଟିଏ ବଡ ଧରଣର  ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ସଂକ୍ରାନ୍ତରେ କିଛି ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଯାଇଥିଲେ । ଏବେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking