39.1 C
Bhubaneswar
Friday, April 26, 2024
Homeଓଡିଶାଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଯାଜପୁର : ଯାଜପୁର ଜିଲ୍ଲା ବିଝାଂରପୁର ବ୍ଳକ ଉତ୍ତରକୂଳ ପଚାଂୟତରେ ସରକାରୀ ସହୟତା ମିଳିନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଉତ୍ତରକୂଳ ପଚାଂୟତକୁ ବନ୍ୟାଚଂଳ ଘୋଷଣା କରିବା ରିଲିଫ ଯୋଗାଣ ଓ ଭାଙ୍ଗିଯାଇଥିବା ଘର, ଗୁହାଳ ଓ ପାଲ ଯୋଗାଣ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପୂର୍ବରୁ ଏ ନେଇ ଗ୍ରାମବାସୀଙ୍କ ଦସ୍ତକତ ସମ୍ବଳିତ ଦାବିପତ୍ର ଜିଲାପ୍ରଶାସନକୁ ପ୍ରଦାନ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନଥିବାରୁ ଗ୍ରମବାସୀ ମାନେ ବାଧ୍ୟ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଧାରଣା ଦେଇଥିଲେ । ଜିଲାପାଳ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସହୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking