31.1 C
Bhubaneswar
Sunday, May 5, 2024
Homeଓଡିଶାଯାଜପୁର ରୋଡ ସହର ର ପରିମଳ ସଫା କରିବା ପାଇଁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା...

ଯାଜପୁର ରୋଡ ସହର ର ପରିମଳ ସଫା କରିବା ପାଇଁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ପାଳ ବୁଲି ନିଜେ ସଫା କଲେ !

ଯାଜପୁର ରୋଡ: ଯାଜପୁର ONAଯାଜପୁର ଜିଲ୍ଲା ର ବ୍ୟାସନଗର ପୌର ପରିଷଦ ର ପରିମଳ ଵେବସ୍ତା ବିପର୍ଯୟ ସ୍ଥିତି ହୋଇ ପଡି ଥିଲା !କରୋନା ରୁ ରକ୍ଷା କରିବା ପାଇଁ ଜ଼ିଲ୍ଲା ପାଳ ରଞ୍ଜନ କୁମାର ଦାସ ଓ ପୌର ପ୍ରଶାସକ ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର ଗତ କାଲି ସନ୍ଦ୍ୟା ରେ ରାତି 10ଟା ପ୍ରଯନ୍ତ ସାନିଟାଈଜ଼ାସନ ଗୋପବନ୍ଧୁ ଛକ ଠାରୁ ଚୋରଦା ଛକ ପର୍ଯନ୍ତ ଫିନାଇଲ, ବିଲ୍ଲଚିଙ୍ଗ ପାୱଡର ଛିଞ୍ଚନ କାର୍ଯ୍ୟ କ୍ରମ ହୋଇ ଥିଲା !ଦମକଳ ସାହାଯ୍ୟ ରେ ଫିନାଇଲ ପକାଇ ସଫା କଲେ !ପୌର କର୍ମଚାରୀ ମାନେ ସାମିଲ ହୋଇ ଥିଲେ !ସମଗ୍ର ସହର ମୁଖ୍ୟ ସ୍ଥାନ ଓ 26ଟି ୱାର୍ଡ ସାନିଟାଜ଼ାସନ କାର୍ଯ୍ୟକ୍ରମ କାର୍ଯ୍ୟ କାମ ବିଲ୍ୱଚିଙ୍ଗ ପାଉଡର ଡ୍ରେନ ଗୁଡିକ ଦିନ ମଧ୍ୟ୍ୟ କାର୍ଯ୍ୟ କରିବା ପାଇଁ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଯେନା କୁ ନିର୍ଦେଶ ଦେବା ସଙ୍ଗେ ପୌର ପ୍ରଶାସକ ତଦାରଖ କରିବେ !ଆଜି ଜିଲ୍ଲା ପାଳ ଓ ଅତିରିକ୍ତ ଜିଲ୍ଲା ପାଳ ସାନିଟାରୀ କାର୍ଯ୍ୟ କୁ ଜିଲ୍ଲା ପ୍ରଶାସନ ନିର୍ଦେଶ ରେ ଚାରିଟା ଦମକଳ ଆସି ସମଗ୍ର ସହର କୁ ସାନିଟାରୀ କାର୍ଯ୍ୟ ରେ ସଫା ସୁତରା କରୁଛନ୍ତି ! ସହର ରେ ଜନପ୍ରତିନିଧି ମାନଙ୍କ ର ଦେଖାଯାଉ ନ ଥିବାରୁ ବ୍ୟାସନଗର ସହର ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି ! ଯେଉଁ ପରିମଳ ଠିକା ସଂସ୍ଥା ଓ ପୌର କର୍ମଚାରୀ ମାନେ କାର୍ଯ୍ୟ ରେ ଅବହେଳା କଲେ ଜିଲ୍ଲା ପାଳ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି ଓ ଯେଉଁମାନେ ପରମାଳ ଵେବସ୍ତା କୁ ଅପରିଷ୍କାର କରିବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବ ! ରିପୋର୍ଟ ଅଭିମନ୍ୟୁ ମିଶ୍ର ONA

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking