30.1 C
Bhubaneswar
Monday, May 6, 2024
Homeଓଡିଶାଅମଠପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା, ବିଜେଡି ର ବାଜିମାତ

ଅମଠପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା, ବିଜେଡି ର ବାଜିମାତ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା  ଶୁକ୍ରବାର ଦିନ ବାର ଘଟିକାରେ ହୋଇଛି । ଆସନ୍ତା ପନ୍ଦର ତାରିଖ ଦିନ ପଂଚାୟତ ସମିତି ନୋଟିସ ବୋର୍ଡ ରେ ବିଜୟୀ ସରପଞ୍ଚ ଙ୍କ ନାମ ପ୍ରକାଶ କରାଯିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି ।, ବିଜେଡି ସମର୍ଥିତ ପ୍ରାଥୀନି ମମତା ଦାସ ଙ୍କ ବାଜିମାତ ହୋଇଥିବା ଜଣାପଡିଛି ।, ୩ ହଜାର ୬ ସହ ଏକାବନ ଭୋଟର ଙ୍କ ମଧ୍ୟରୁ ୨ ହଜାର ୯ ସହ ଛଅସଠି ଜଣ ମତ ସାବ୍ୟସ୍ତ କରିଥିଲେ ।, ସର୍ବାଧିକ ଭୋଟ ମମତା ଦାସ 1877 ଖଣ୍ଡ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ନିକଟ ତମ ପ୍ରତିଦ୍ବନ୍ଦୀ ଭାଜପା ସମର୍ଥିତ ପ୍ରାଥୀନି କବିତା ଦଳେଇ 999ଖଣ୍ଡ ଭୋଟ ପାଇ ଥିଲା ବେଳେ କଂଗ୍ରେସ ସମର୍ଥିତ ପ୍ରାଥୀନି ଲିଜାଲତା ମଲିକ 73ଖଣ୍ଡ ଭୋଟ ପାଇ ଅମାନତ ହରାଇଥିବା ଜଣାପଡିଛି । ତେବେ 878 ଖଣ୍ଡ ଭୋଟ ବ୍ୟବଧାନ ରେ ମମତା ଦାସ ବିଜୟୀ ହୋଇଥିବା ଜଣାପଡିଛି । ବିଜୟୀ ଦଳ ପକ୍ଷରୁ ବିଧାୟିକା ସୁନନ୍ଦା ଦାସ ଙ୍କ ଘର ପାଖରୁ ଏକ ରାଲି କରା ଯାଇ ଅମଠ ପୁର ପଞ୍ଚାୟତ ରେ ପହଂଚି ପରିକ୍ରମା କରାଯାଉଛି । , ବିଜେଡି ସଂଯୋଜକ ଦେବେନ୍ଦ୍ରଦାସ ଙ୍କୁ ଫୁଲତୋଡ଼ା ଦିଆଯାଇ କର୍ମୀ ମାନେ କୃତଜ୍ଞନ୍ତା ଜଣାଉଛନ୍ତିି।  ଶାନ୍ତି ଶୃଙ୍ଖଳା ରେ ରାଲି କରାଯାଉଛି ।, ଏ ବିଜୟ ଅମଠପୁର ବାସୀଙ୍କର ବୋଲି ଦାସ କହିଛନ୍ତି । ବରୀ ରେ ବିଜେପି ଗଡ଼ ବାଙ୍ଗି ଯାଉଛି ଯାଜପୁର ଜିଲ୍ଲା ରେ ଭାଜପା ନେତୃତ୍ୱ ଦୃର୍ବଳ ଦଳ ର ଅନ୍ତ୍ରଦ୍ୱନ୍ଦ ଯୋଗୁ ବିଜେପି ପରାଜୟ ହେଉଛି lବିଜେଡ଼ି ର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ଦୁଢ ନେତୃତ୍ୱ ସମଗ୍ର ଜିଲା ରେ ବିଜେଡ଼ି ଦଳ କୁ ଶକ୍ତି ସାଳି କରୁଛିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ପ୍ରତି ଲୋକ ମାନଙ୍କ ଅତୁଟ ସମର୍ଥନ ରହି ଛି ବିଜେଡ଼ି ଦୁର୍ଗ ଭାବେ ଯାଜପୁର ଜିଲ୍ଲା ରହିଛି l

 

 

 

 

 

 

 

 

 

.
.

 

 

 

 

 

.

 

 

 

.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking