24.1 C
Bhubaneswar
Thursday, May 9, 2024
Homeଓଡିଶାପେଟ ପାଇଁ ଦୁଃସାଧ୍ୟ ଖେଳ କରୁଛି ନାବାଳିକା

ପେଟ ପାଇଁ ଦୁଃସାଧ୍ୟ ଖେଳ କରୁଛି ନାବାଳିକା

ଯାଜପୁର :କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁ ସୁରକ୍ଷା ଆଇନ ପାଣୟନ କରିଛନ୍ତି l ଶିଶୁ ମାନଙ୍କ ମୁଂହ ରେ ହସ ଫୁଟାଇବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି l 18ବର୍ଷ ର କମ ବାଳକ ଓ ନାବାଳିକା ମାନଂକୁ କୌଣସି କାର୍ଯ୍ୟ ରେ ଲଗାଇବା ଵେ ଆଇନ ଶିଶୁ ମାନଂକୁ ଶିକ୍ଷା ଦେବା ପାଇଁ ବିଭିନ୍ନ ସ୍ଥାନ ରେ ବାଳାଶ୍ରମ କରି ଗରିବ ଓ ଅନାଥ ଶିଶୁ ମାନଂକୁ ଥଇଥାନ କରିବା ର ଵେବସ୍ତା ରହିଛି ଶିଶୁ ମାନଂକୁ କାମ ରେ ଲଗାଇବା ଏକ ଧତବ୍ୟ ଅପରାଧ କିନ୍ତୁ ବାଉଁଶ ରାଣୀ ଖେଳ ରେ ନାବାଳିକା ମାନଂକୁ ପେଟ ପୋଷିବା ପାଇଁ ସେମାନଙ୍କ ପିତା ମତା ମାନେ ନିୟୋଜିତ କରୁଛନ୍ତି l ଏପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି jଯାଜପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ ଅଫିସ ନିକଟ ମେଡିକାଲ ପାଖରେ ଏକ ନାବାଳିକା ଙ୍କ ଦୁଃସାଧ୍ୟ ଖେଳ କରୁଚି ଅଥଚ ପ୍ରଶାସନ ପାଖରେ ଖବର ଅଛିକି ନାହିଁ ଜଣାନାହିଁ। ଏଭଳି ଖେଳ ଦୁଃସାଧ୍ୟ ଖେଳ। ଯଦି ସେ ନାବାଳିକା ର କିଛି ହେବ କିଏ ଦାୟୀ ହେବ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟୀ ଦେବାକୁ ଦାବି ହେଉଛିଶିଶୁ ସୁରକ୍ଷା ଅଧିକାରୀ ଙ୍କକଣ ନଜର ପଡୁନାହିଁ l ସରକାର ଙ୍କ ଶିଶୁ ସୁରେଖା ଆଇନ ଧର୍ମ କୁ ଆଖି ଠାର ବୋଲି ସହର ରେ ଚର୍ଚ୍ଚା ହେଉଛି l ପେଟ କୁ ଦାନା ଦେବା ପାଇଁ ଶିଶୁ ମାନଂକୁ ବିପଦ ପୁନଃ କାର୍ଯ୍ୟ ରେ ଲଗାଇବା ଓ ଆଇନ କୁ ବେଖାତିର କରିବ କେତେ ଦୂରୁ ସମୂଚିନ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking