41.1 C
Bhubaneswar
Sunday, April 28, 2024
Homeଓଡିଶାଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧଉତ୍ସବ ପାଳିତ

ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧଉତ୍ସବ ପାଳିତ

 

ଜଗତସିଂହପୁର: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ମାଟିର ମହାକବି ଆଦିକବି ସାରଳା ଦାସଙ୍କ ପବିତ୍ର ଶ୍ରାଦ୍ଧ ଉତ୍ସବ ଜଗତସିଂହପୁର ପୌର ପରିଷଦ କାର୍ଯ୍ୟଳୟ ସମ୍ମୁଖସ୍ଥ ଆଦିକବି ସାରଳା ଦାସଙ୍କ ସ୍ମତି ସ୍ତମ୍ଭ ନିକଟରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଦିକବିଙ୍କ ସ୍ମୃତି ସ୍ତମ୍ଭ ରେ ପୁଷ୍ପାର୍ଘ୍ୟ ପ୍ରଦାନ କରାଯିବା ସହ ଏହି ମହାନ କବିଙ୍କ ସ୍ମୃତିଚାରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ ରାଉତ,ଆଇନଜୀବୀ ଗଣେଶ୍ଵର ମାଣିଆ, ସମ୍ପାଦକ ସାରଦା ପ୍ରସାଦ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଯୁଗ୍ମ ସଂପାଦକ ସୁଧୀର କୁମାର ମହାନ୍ତି,ଆଇନଜୀବୀ ନରେଶ ଦାସ, ଶିକ୍ଷାବିତ ଉତ୍କଳ ରଂଜନ ମହାନ୍ତି,ପୂର୍ବତନ ପାରିଷଦ ପ୍ରଦୀପ୍ତ ସାହୁ, ଆଶିଷ କୁମାର ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
(ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking