26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଡି ବ୍ରଦର୍ସଙ୍କ ଘନିଷ୍ଠ ବନ୍ଧୁ ‘ଭଜନା’ ଗିରଫ

ଡି ବ୍ରଦର୍ସଙ୍କ ଘନିଷ୍ଠ ବନ୍ଧୁ ‘ଭଜନା’ ଗିରଫ

କଟକ : ଆଜି ଅପରାହ୍ନରେ କୁଖ୍ୟାତ ଅପରାଧୀ ଧଳ ସାମନ୍ତ ଭାଇଙ୍କ ଘନିଷ୍ଠ ବନ୍ଧୁ ତଥା ସହଯୋଗୀ ଗିରଫ ହୋଇଛି । ଭଜନାକୁ କଟକ ଚାଉଳିଆଗଞ୍ଜ ଥାନା ଗିରଫ କରିଛି । ତେବେ ଭଜନାର ନାମ ସଞ୍ଜୟ ସାହୁ ବୋଲି ଜଣାପଡିଛି । ତେବେ ପୋଲିସର ସୂଚନା ଅନୁସାରେ ଭଜନ, ପୁର୍ବରୁ ଧଳସାମନ୍ତ ସହଯୋଗ କରି ଗିରଫ ହୋଇଥିଲା । ତେବେ ପାରୋଲରେ ଥିବା ବେଳେ ଭଜନା ଜଣଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ଚାଉଳିଆଗଞ୍ଜ ପୋଲିସକୁ ମିଳିବା ପରେ । ପୋଲିସ ଟିମ ଭଜନାକୁ ଠାବ କରି ଗିରଫ କରିଛି ।

ପ୍ରକାଶଥାଉକି, ଶୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ ଏକାଧିକ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଟେଣ୍ଡର ଫିକ୍ସଂ ଓ ବଟି ଆଦାୟ ଭଳି ଅନେକ ଅଭିଯୋଗ ତାଙ୍କ ନାଁରେ ରହିଥିଲା । ଯାହାକୁ ନେଇ କଟକ ପୋଲିସ ତାଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking