29.1 C
Bhubaneswar
Thursday, May 23, 2024
Homeଓଡିଶାବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ଜିଲ୍ଲାପାଳସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର । ସଂଗ୍ରାମ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ପରୁଲ ପଟୱାରୀ ଜଗତସିଂହପୁର ଜିଲ୍ଲାପାଳ ହୋଇଛନ୍ତି । ସାଧାରଣ ଅଭିଯୋଗ ଓ ଜିଏ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି ଗଙ୍ଗାଧର ସାହୁ । ସନତ କୁମାର ମହାନ୍ତି ହୋଇଛନ୍ତି ଟିଇ ଓ ଏସସିଇଆରଟି ନିର୍ଦ୍ଦେଶକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking