35.1 C
Bhubaneswar
Saturday, May 4, 2024
Homeଓଡିଶାଆଉ ୨ ଦିନ ଲାଗି ରହିବ ବର୍ଷା: ଆଇଏମଡି

ଆଉ ୨ ଦିନ ଲାଗି ରହିବ ବର୍ଷା: ଆଇଏମଡି

ଭୁବନେଶ୍ୱର : ରାଜ୍ୟରେ ଆଉ ୨ ଦିନ ଲାଗି ରହିବ ବର୍ଷା । ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଦେଇଛି । ଆଇଏମଡି ପକ୍ଷରୁ କେବଳ ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଥିଲା। ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ। ଗୁରୁବାର ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୧୫ ଓ ୧୬ ତାରିଖରେ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅଳ୍ପ କେତେକ ସ୍ଥାନରେ ବଡ଼ ବର୍ଷାର ଆଶଙ୍କା ରହିଛି । ତେବେ ଏନେଇ ଡରିବାର କୌଣସି କଥା ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking