28.1 C
Bhubaneswar
Friday, April 26, 2024
Homeଓଡିଶାଆଇପିଏଲ ବେଟିଂ: ୩୩ ଲକ୍ଷ ଟଙ୍କା ଜବତ, ୨ ଗିରଫ

ଆଇପିଏଲ ବେଟିଂ: ୩୩ ଲକ୍ଷ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ରେଡ୍ ହୋଇଛି । ଫଳରେ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ସହ ୪ଟି ମୋବାଇଲ ଓ ୩ଟି ଏଟିଏମ ଜବତ ହୋଇଛି । କିଙ୍ଗପିନ୍ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ୱେବ ଓ ଆପ୍ ମାଧ୍ୟମରେ ବେଟିଂ ଚାଲିଥିଲା । ତେବେ ୭ ବର୍ଷ ହେଲା ବେଟିଂରେ ଜଡିତ ଥିଲା କିଙ୍ଗପିନ୍ ଲାଲି ଆଚାରି । ଏହା ସହ ଗ୍ୟାଙ୍ଗରେ ଏକାଧିକ ବ୍ୟକ୍ତିିଙ୍କର ସମ୍ପୃକ୍ତି ରହିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking