30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପାକ୍ ସେନାର ୧୦ ଘାଟି ଧ୍ବଂସ

ପାକ୍ ସେନାର ୧୦ ଘାଟି ଧ୍ବଂସ

ଶ୍ରୀନଗର : ପାକିସ୍ତାନ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଦେବାକୁ ଯାଇ ଭାରତୀୟ ଯବାନ ନିୟନ୍ତ୍ରଣରେଖା (ଏଲଓସି) ଅପରପଟରେ ଥିବା ପାକିସ୍ତାନର ୧୦ରୁ ଅଧିକ ଘାଟିକୁ ଧ୍ବଂସ କରିଦେଇଛି। ଗୁରୁବାର ରଜୌରୀ, ପୁଞ୍ଚ ଓ ନୌଶେରା ସେକ୍ଟରରେ ଏଭଳି କାର‌୍ୟ୍ୟାନୁଷ୍ଠାନ ହୋଇଛି। ଭାରତୀୟ ଆକ୍ରମଣରେ ପାକିସ୍ତାନର କହଲିଆନ୍ ଓ ନାଲି ସମାନି ସେକ୍ଟରରେ ଥିବା ଏହି ୧୦ ଘାଟି ଧ୍ବଂସ ପାଇଯିବା ସହ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।
https://onakhabar.com/2020/06/13/4-terrorist-death-encounter-in-jammu-kashmir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking