27.1 C
Bhubaneswar
Friday, May 10, 2024
Homeଓଡିଶାକଂଗ୍ରେସ ଆସିଲେ ଋଣ ଛାଡ

କଂଗ୍ରେସ ଆସିଲେ ଋଣ ଛାଡ

ଭୁବନେଶ୍ୱର : ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ପ୍ରେସମିଟ୍ । କଂଗ୍ରେସ ସରକାରକୁ ଆସିଲେ ଋଣ ଛାଡ କରିବ କହିଲେ ମିନାକ୍ଷୀ । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ବ୍ୟାଙ୍କ ଋଣ ଛାଡ ହେବ । ଗୃହ ଲକ୍ଷ୍‌ମ ପାଇଁ ପରିବାର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ମିଳିବ । ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୨୦୦୦, ୫୦୦ରେ ଗ୍ୟାସ୍ ସିଲିଣ୍ଡର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking