37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଭାରତୀୟ ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ଗ୍ରୁପ କ୍ୟାପଟେନ ମୃତ

ଭାରତୀୟ ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ଗ୍ରୁପ କ୍ୟାପଟେନ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନଟି ମଧ୍ୟ ଭାରତର ଏକ ଏୟାରବେସରୁ ଯୁଦ୍ଧ ପ୍ରଶିକ୍ଷଣ ମିଶନ ପାଇଁ ଉଡାଣ ଆରମ୍ଭ କରିଥିଲା । ତେବେ ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁରେ ଭାରତୀୟ ବାୟୁସେନା ଗମ୍ଭୀର ସମବେଦନା ଜଣାଇଛି । ତାଙ୍କ ପରିବାର ସହିତ ଭାରତୀୟ ବାୟୁସେନା ରହିଛି ବୋଲି କହିଛି । ଦୁର୍ଘଟଣା କେଉଁ କାରଣ ପାଇଁ ହେଲା, ତାହା ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking