କେନ୍ଦୁଝର : ଦୁଷ୍କର୍ମ ମାମଲାରେ ଦମ୍ପତ୍ତିକୁ ଜେଲ ଦଣ୍ଡାଦେଶ । ଦୋଷୀକୁ ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୧ ସଦର ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଦେଇଛନ୍ତି । ସ୍ତ୍ରୀର ସହାୟତାରେ ନାବାଳିକାକୁ ଦୁଷ୍କର୍ମ ନେଇ ମାମଲା ହୋଇଥିଲା । ଏହା ସହିତ ୧୦ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଡିଏଲଏସଏକୁ ନିର୍ଦ୍ଦେଶ ଦିଆଯାଇଛି ।