37.4 C
Bhubaneswar
Saturday, June 13, 2026
Homeଦେଶ ବିଦେଶଦିଲ୍ଲୀବାସୀଙ୍କୁ ବଡ଼ ଝଟକା ! ମହଙ୍ଗା ହେବ ବିଦ୍ୟୁତ ବିଲ୍

ଦିଲ୍ଲୀବାସୀଙ୍କୁ ବଡ଼ ଝଟକା ! ମହଙ୍ଗା ହେବ ବିଦ୍ୟୁତ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆସିଛି ବଡ ଖବର । ଏଣିକି ରାଜଧାନୀରେ ବିଦ୍ୟୁତ ବିଲ ଅଧିକ ଆସିପାରେ । ବିଶେଷକରି ମାସକୁ ୫୦୦ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ଦିଲ୍ଲୀ ବିଦ୍ୟୁତ ନିୟୋମକ ଆୟୋଗ ବା ଡିଇଆରସି, ରାଜଧାନୀ ର ତିନି ପ୍ରମୁଖ ବିଦ୍ୟୁତ ବିତରଣ କମ୍ପାନୀ ବିଆରପିଏଲ ଓ ବିୱାଇପିଏଲ ଓ ଟିପିଡିଏଲକୁ ବିଦ୍ୟୁତ କ୍ରୟ ମୂଲ୍ୟ ପିପିଏସି ଆଦାୟ କରିବାକୁ ଅନୁମତି ଦେଇଛି । ପିଏସି ହେଉଛି ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କ ଠାରୁ ବିଦ୍ୟୁତ କିଣିବାରେ ବଢିଥିବା ଖର୍ଚ୍ଚକୁ ଉପଭୋକ୍ତାହ୍‌କ ଉପରେ ଲାଗୁ କରିବାର ଏକ ବ୍ୟବସ୍ଥା । କୋଇଲା, ଗ୍ୟାସ ଓ ଅନ୍ୟାନ୍ୟ ଇନ୍ଧନର ଦର ବଢିବା ଯୋଗୁଁ ବିଦ୍ୟୁତ ଉତ୍ପାଦନ ଓ କ୍ରୟ ଖର୍ଚ୍ଚ ବଢିଛି । ଏହାକୁ ପୂରଣ କରିବା ପାଇଁ ବିତରଣ କମ୍ପାନୀମାନେ ଗ୍ରାହକଙ୍କ ଠାରୁ ଅତିରିକ୍ତ ଶୁକ୍ଲ ଆଦାୟ କରିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking